Kanak News Official

Description
The official telegram channel of Kanak News. Stay tuned to get 24*7 news updates only from Kanak News
Advertising
We recommend to visit

✨Premium emoji №1✨

Feedback - @ukngs

Last updated 7 months ago

Last updated 2 days, 21 hours ago

⚡️ 𝑭𝑳𝑨𝑺𝑯 ⚡️

1 month ago
ସାମ୍ନାକୁ ଆସିଲା ଜଘନ୍ୟ ହତ୍ୟାକାଣ୍ଡ ପଛର ସତ …

ସାମ୍ନାକୁ ଆସିଲା ଜଘନ୍ୟ ହତ୍ୟାକାଣ୍ଡ ପଛର ସତ : ପ୍ରେମିକ ସହ ହାତ ମିଳାଇ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ

https://kanaknews.com/a-woman-killed-her-husband-by-joining-with-her-love/

1 month ago
ଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ …

ଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଓହ୍ଲାଇଲେ ପ୍ରଚାର ମଇଦାନକୁ

https://kanaknews.com/bjp-bjp-kendrapada-mp-candidate-in-puri/

1 month ago
ପ୍ରଚାର ମଇଦାନରେ ଲମ୍ବୋଧର ନିଆଲ । ମନ୍ଦିର …

ପ୍ରଚାର ମଇଦାନରେ ଲମ୍ବୋଧର ନିଆଲ । ମନ୍ଦିର ଯାଇ ପୂଜାର୍ଚ୍ଚନା ପରେ ଆରମ୍ଭ କଲେ ପ୍ରଚାର

https://kanaknews.com/lambodar-nial-on-election-campaign/

1 month, 1 week ago
ମାଲବାହୀ ଜାହାଜ ଧକ୍କାରେ ଭୁଷୁଡ଼ିପଡ଼ିଲା ପୋଲ । …

ମାଲବାହୀ ଜାହାଜ ଧକ୍କାରେ ଭୁଷୁଡ଼ିପଡ଼ିଲା ପୋଲ । ଆମେରିକାର ବାଲଟିମୋରରେ ପୋଲ ଭୁଷୁଡ଼ିବାର ଦୃଶ୍ୟ ଭାଇରାଲ

https://kanaknews.com/francis-scott-key-bridge-collapse-in-baltimore-vehicles-fall-in-water-after-ship-strikes-bridge/

1 month, 1 week ago
ବିସ୍ଫୋରଣ ଓ ଆକ୍ରମଣରେ ଥରିଲା ପାକିସ୍ତାନ । …

ବିସ୍ଫୋରଣ ଓ ଆକ୍ରମଣରେ ଥରିଲା ପାକିସ୍ତାନ । ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ୍ ନାଗରିକ ମୃତ,ଏୟାର ବେସ୍ ଉପରେ ବି ଆକ୍ରମଣ

https://kanaknews.com/terrorist-attack-on-pakistan-and-blast/

1 month, 1 week ago
ଇଡି ହେପାଜତରୁ ଦ୍ୱିତୀୟ ନିର୍ଦ୍ଦେଶ ଦେଲେ ଦିଲ୍ଲୀ …

ଇଡି ହେପାଜତରୁ ଦ୍ୱିତୀୟ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ସବୁ ହସ୍ପିଟାଲ ଓ ମହଲ୍ଲା କ୍ଲିନିକରେ ଲୋକଙ୍କୁ ମାଗଣା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ

https://kanaknews.com/arvind-kejriwal-second-order-from-jail/

1 month, 2 weeks ago
ଲୋକସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନଙ୍କୁ ବଡ …

ଲୋକସଭା ନିର୍ବାଚନ ପୂର୍ବରୁ ହେମନ୍ତ ସୋରେନଙ୍କୁ ବଡ ଝଟକା । ଜେଏମଏମ୍ ଛାଡି ବିଜେପିରେ ସାମିଲ ହେଲେ ଭାଉଜ ସୀତା ସୋରେନ

https://kanaknews.com/shibu-soren-elder-daughter-in-law-sita-soren-joined-bjp-had-announced-to-leave-jmm-a-few-hours-ago/

1 month, 2 weeks ago
ବନ ଅଧିକାରୀଙ୍କୁ ଶିକାରୀ ମାରିଲେ ଗୁଳି । …

ବନ ଅଧିକାରୀଙ୍କୁ ଶିକାରୀ ମାରିଲେ ଗୁଳି । ଦୁଇ ଜଣ ଆହତ

https://kanaknews.com/forest-officer-shot-by-poachers/

1 month, 2 weeks ago
ସୁନ୍ଦରଗଡ ଜଙ୍ଗଲରେ ମହାବଳ ବାଘ । ଟ୍ରାପ୍ …

ସୁନ୍ଦରଗଡ ଜଙ୍ଗଲରେ ମହାବଳ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହେଲା ଚିତ୍ର

https://kanaknews.com/tiger-in-sundargarh/

1 month, 3 weeks ago
ସଫେଇ କର୍ମଚାରୀଙ୍କୁ ତିନି ଦିନର ସମୟ ମାଗିଲା …

ସଫେଇ କର୍ମଚାରୀଙ୍କୁ ତିନି ଦିନର ସମୟ ମାଗିଲା ବିଏମସି । ବର୍ଦ୍ଧିତ ଦରମା ନେଇ ହେବ ଘୋଷଣା । ଲିଖିତ ପ୍ରତିଶ୍ରୁତି ଦାବିରେ ଅନ୍ଦୋଳନକାରୀ ।

https://kanaknews.com/bmc-seeks-three-day-time-from-sanitation-workers/

We recommend to visit

✨Premium emoji №1✨

Feedback - @ukngs

Last updated 7 months ago

Last updated 2 days, 21 hours ago

⚡️ 𝑭𝑳𝑨𝑺𝑯 ⚡️